ପ୍ରଥମ ଓଡ଼ିଆ ଭାବେ ଦିଲ୍ଲୀପ ତିର୍କୀ ହେଲେ ‘ହକି ଇଣ୍ଡିଆ’ର ସଭାପତି

ଭୁବନେଶ୍ବର: ପୂର୍ବତନ ଖେଳାଳି ଦିଲୀପ ତିର୍କୀ ‘ଭାରତୀୟ ହକି’ର ସଭାପତି ହୋଇଛନ୍ତି। ଓଡ଼ିଆ ପୁଅ ଦିଲୀପ ତିର୍କୀ ବିନା ପ୍ରତିଦ୍ବନ୍ଦ୍ବିତାରେ ଭାରତୀୟ ହକିର ସଭାପତି ହୋଇଛନ୍ତି। ଏହି ପଦବି ପାଇବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ। ‘ହକି ଇଣ୍ଡିଆ’ର ସଭାପତି ପାଇଁ ମୋଟ ୩ ଜଣ ବ୍ୟକ୍ତି ନାମାଙ୍କନ ଦାଖଲ କରିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ୨ ଜଣ ନାମାଙ୍କନ ପ୍ରତ୍ୟାହାର କରି ନେଇଥିଲେ। ଦିଲୀପ ତିର୍କୀ ‘ହକି ଇଣ୍ଡିଆ’ର … Continue reading ପ୍ରଥମ ଓଡ଼ିଆ ଭାବେ ଦିଲ୍ଲୀପ ତିର୍କୀ ହେଲେ ‘ହକି ଇଣ୍ଡିଆ’ର ସଭାପତି